ମୁଣ୍ଡଳୀ NDRF କ୍ୟାମ୍ପ୍‌ରେ ୪୯ କରୋନା ପଜିଟିଭ୍‌

କଟକ() କଟକ ମୁଣ୍ଡୁଳି ସ୍ଥିତ NDRF କ୍ୟାମ୍ପର ୪୯ ଜଣ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। କିଛି ସମୟ ପୂର୍ବରୁ ସେମାନଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି। ୩ ଦିନ ତଳେ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ଅମ୍ଫନ ବାତ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ କୋଲକାତା ଯାଇଥିଲା NDRF ଟିମ୍ । ଏହାସହ ମୁଣ୍ଡଳୀ NDRF କ୍ୟାମ୍ପ୍‌ରେ ପଜିଟିଭ୍‌ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି ।

ଉଲ୍ଲେଖଯୋଗ୍ୟ ଯେ ୩ ଦିନ ପୂର୍ବରୁ ଜଣେ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । କ୍ୟାମ୍ପର ୧୭୭ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା

Share

Leave a Reply

Your email address will not be published. Required fields are marked *

one + 7 =