ମୁଖ୍ୟମନ୍ତ୍ରୀଙ୍କ କରୋନା ପରିଚାଳନା ଲାଗି ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର: କୋଭିଡ ପରିଚାଳନା ଲାଗି ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା । ପଶ୍ଚିମ ଓଡ଼ିଶା ଲାଗି ୨୫ କୋଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ୧୧ଟି ଜିଲ୍ଲା ଉପକୃତ ହେବେ । ସମ୍ବଲପୁର, କଳାହାଣ୍ଡି,ଦେବଗଡ଼,ସୁବର୍ଣ୍ଣପୁର, ସୁନ୍ଦରଗଡ଼, ନୂଆପଡ଼ା,ଅନୁଗୁଳ, ବୌଦ୍ଧ,ବଲାଙ୍ଗିର,ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ଲୋକେ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ଏହି ଘୋଷଣା ବେଶ ମହତ୍ୱପୂର୍ଣ୍ଣ । କରୋନା ସମୟରେ ଲକଡାଉନ ଓ ସଟଡାଉନ ଲାଗି ରହିଥିବାରୁ ଲୋକେ କାମ ନପାଇ ଘରେ ବସିଛନ୍ତି । ତେବେ ପରିଚାଳନା ଲାଗି ମୁଖ୍ୟମନ୍ତ୍ରୀ ଟଙ୍କା ମଞ୍ଜୁର କରିବାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

18 − seven =