ବନ୍ଧା ହେଲେ ବୌଦ୍ଧ ଡେପୁଟି କଲେକ୍ଟର

ଭୁବନେଶ୍ୱର() ପତ୍ନୀ ନିର୍ଯାତନା ଅଭିଯୋଗରେ ବୌଦ୍ଧ ଡେପୁଟୀ କଲେକ୍ଟର ଶରତ ବାଗଙ୍କୁ ଝାରସୁଗୁଡା ପୋଲିସ ଗିରଫ କରିଛି ।  ଶରଦଙ୍କ ପତ୍ନୀ ତାଙ୍କ ନାଁରେ ନିର୍ଯ୍ୟାତନା ଓ ପରକୀୟା ପ୍ରୀତିର ଅଭିଯୋଗ କରିଥିଲେ । ଗିରଫ କରାଯିବା ପରେ ତାଙ୍କୁ ଝାରସୁଗୁଡା ବିଡିଏମ ଫାଣ୍ଡିରେ ରଖି ପଚାରାଉଚରା କରାଯାଉଛି ।

 

Share

Leave a Reply

Your email address will not be published. Required fields are marked *

twenty − nine =