ନିଲମ୍ବିତ ହେଲେ ବିଏମସି କର୍ମଚାରୀ

ଭୁବନେଶ୍ବର() ଚାକିରିରୁ ନିଲମ୍ବିତ ହେଲେ ବିଏମସି କର୍ମଚାରୀ । ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ବିଏମ୍‌ସି କର୍ମଚାରୀ ଗିରଫ ହୋଇଥିଲେ । ଗତକାଲି ବିଏମସି କର୍ମଚାରୀ ଦିଲ୍ଲୀପ ବେହେରାଙ୍କୁ ଗିରଫ କରିଥିଲା ଲିଙ୍ଗରାଜ ଥାନା ପୋଲିସ୍।

ତାଙ୍କ ନିକଟରୁ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିଲା । ଏହାସହ ତାଙ୍କ ପାଖରୁ ୪୨ ହଜାର ଟଙ୍କା, ୪୦ ଗ୍ରାମ ସୁନା ଗହଣା ଓ ଗାଡ଼ି ବି ମିଳିଥିଲା । ସେ ବିଏମସିରେ ପିଅନ ଭାବେ କାମ କରୁଥିଲେ । ଅଧିକ ଖୋଲତାଡ ଜାରି ରଖିଛି ଲିଙ୍ଗରାଜ ଥାନା ପୋଲିସ୍ ।

Share

Leave a Reply

Your email address will not be published. Required fields are marked *

seventeen + twelve =