କିଶନନଗର ଥାନା ଆଇଆଇସି ସସ୍ମିତା ରଣା ସସପେଣ୍ଡ

ଦାୟତ୍ୱରେ ଅବହେଳା ପାଇଁ ସସପେଣ୍ଡ କଲେ ପୋଲିସ ଡିଜି । ୪ ଦିନ ତଳେ କିଶନନଗର ଥାନା ସାମ୍ନାରେ ଜଣେ ବ୍ୟକ୍ତି ନିଜକୁ ଜାଣିଥିଲେ । ଇଷାଣୀ ବ୍ରହ୍ମପୁର ର ଗୁଣନିଧି ବିଷୋୟୀ ପେଟ୍ରୋଲ ଢାଳି ନିଜକୁ ଜାଳିଥିଲେ । ଦିନକ ପରେ କଟକ ର ଏକ ଘରୋଇ ମେଡିକାଲ ରେ ତାଙ୍କର ମୃତ୍ୟୁ ଘଟିଥିଲା । ଜମି ବିବାଦ ପାଇଁ ଥାନାକୁ ଆସି ନ୍ୟାୟ ନ ପାଇ ଆତ୍ମାହୁତି ଦେଇଥିଲେ । ଘଟଣାକୁ ନେଇ ଆଇଆଇସିଙ୍କ ପ୍ରତି କାର୍ଯ୍ୟାନୁଷ୍ଟାନ ପାଇଁ ଏସପି ସୁପାରିସ କରିଥିଲେ ।

Share

Leave a Reply

Your email address will not be published. Required fields are marked *

two × three =