କରୋନା ନେଇ ଭିଡିଓ ଯୋଗେ କୃଷିମନ୍ତ୍ରୀଙ୍କ ବାର୍ତ୍ତା, ଦେଖନ୍ତୁ ଭିଡିଓ

ଭୁବନେଶ୍ବର() ବିଶ୍ବରେ କାୟା ବିସ୍ତାର କରିବାରେ ଲାଗିଛି କରୋନା । ଏବେ ଶୁଦ୍ଧା ୧୮୬ ଦେଶ ଏହି ଭାଇରସ କବ୍ଜା କରିସାରିଲାନି । କରୋନା ନେଇ ଲୋକେ ଆତଙ୍କିତ ହେବା ସହ ଅନେକ ଗୁଜବକୁ ବିଶ୍ବାସ କରି ଲୋକସାନ ସହୁଛନ୍ତି ।

ଏହାକୁ ନେଇ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ଏକ ଭିଡିଓ ଜରିଆରେ ସଚେତନାର ଏକ ବାର୍ତ୍ତା ଦେଇଛନ୍ତି ।

Video Player
 
 
00:00
 
02:37
 

 

ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଆଜି ଶୁଦ୍ଧା ଭାରତରେ ୫୦୦ ଲୋକ ଏହି ଭୟଙ୍କର ଭୂତାଣୁରେ ଆକ୍ରାନ୍ତ ହୋଇସାରିଲେଣି ।ଏହା ସହ ୧୦ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି ।

Share

Leave a Reply

Your email address will not be published. Required fields are marked *

5 × three =