ପୁଣି ଫେବୃଆରୀ ୩ରେ ଓଡିଶା ଆସିବେ ଅମିତ ଶାହ

ଫେବୃଆରୀ ୩ ତାରିଖରେ ପୁରୀ ଆସିବେ ବିଜେପି ଅଧ୍ୟକ୍ଷ ଅମିତ ଶାହ। ଏହି ଅବସରରେ ପୁରୀରେ ଆୟୋଜିତ ବିଜେପି ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧିବେଶନରେ ଯୋଗଦେବେ ବୋଲି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହଙ୍କ ସୂଚନା ଦେଇଛନ୍ତି।
ସେ କହିଛନ୍ତି, “ଫେବୃଆରୀ ୨ ଓ ୩ ତାରିଖ ଦୁଇ ଦିନ ଧରି ପୁରୀରେ ଜନଜାତି ଅଧିବେଶନ ଅନୁଷ୍ଠିତ ହେବ। ୨ରେ ପ୍ରଥମ ଦିନ ଅଧିବେଶନରେ ୫ ହଜାର ଜନଜାତି ପ୍ରତିନିଧି ଯୋଗଦେବେ। ୩ ତାରିଖ ଅମିତ ଶାହ ଯୋଗଦେବେ। ଏହି ସମାବେଶରେ ୧ ଲକ୍ଷ ଆଦିବାସୀ ଯୋଗଦେବାର କାର୍ୟ୍ୟକ୍ରମ ରହିଛି।”

Share

Leave a Reply

Your email address will not be published. Required fields are marked *

13 + thirteen =