ପୁଣି ଓଡିଶା ଆସିବେ ଶାହା

ନିର୍ବାଚନ ପାଖେଇ ଆସୁଥିବା ବେଳେ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତୃବର୍ଗ । ଓଡ଼ିଶା ଯେପରି ଏକ ଋଣକ୍ଷେତ୍ରରେ ପରିଣତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିୟମିତ ବ୍ୟବଧାନରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ।
ପୁଣି ଥରେ ଓଡ଼ିଶା ଗସ୍ତାରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଆସନ୍ତା ୧୫ ରେ ଦିନିକିଆ ଓଡ଼ିଶା ଗସ୍ତରେ ଓଡ଼ିଶା ଆସୁଛନ୍ତି ଅମିତ ଶାହ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ।
ବିଜେପି ରାଷ୍ଟ୍ରୀୟ ଜନଜାତି ଅଧିବେଶନରେ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ କରିଥିଲେ ଅମିତ ଶାହା । ଏହାସହ ୨୦୧୯ରେ ପୋଡା ଟ୍ରାନ୍ସଫର୍ମର ପାଲଟି ଯାଇଥିବା ବିଜେଡି ସରକାରକୁ ଉପାଡି ଫିଙ୍ଗି ଦେବା ସହ ବିଜେପିକୁ ସରକାରକୁ ଆଣିବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

one + 19 =