ହାଇକୋର୍ଟ ଗଲା ରତ୍ନଭଣ୍ଡାର ପ୍ରସଙ୍ଗ

ରତ୍ନଭଣ୍ଡାର ଖୋଲିବା ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା । ପୂର୍ବତନ ବିଜେପି ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ମାମଲା ଦାୟର କରାଯାଇଛି । ରିତନଭଣତଡାର ଖୋଲିବା,ମରାମତି ଓ ଗଣତି ନେଇ ପିଟିସନ ଦାଖଲ କରାଯାଇଛି । ୧୯୮୭ରେ ଯେପରୀ ଗଣତି ହୋଇଥିଲା ସେପରୀ କରିବାକୁ ଆବେଦନ । ଉଚ୍ଚସ୍ତରୀୟ ଯୁଗ୍ମ କମିଟି ଗଠନ କରି ରତ୍ନ ଅଳଙ୍କାର ଗଣତି ପାଇଁ ଅପିଲ । ରାଜ୍ୟପାଳ ବା କାର୍ଯ୍ୟରତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ଦାବି ହୋଇଛି ।

Share

Leave a Reply

Your email address will not be published. Required fields are marked *

one × four =