ପୌର ଭୋଟ ପାଇଁ ଛୁଟି ଘୋଷଣା

ପୌର ଭୋଟ ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ରାଜ୍ୟର ୩ ମହାନଗର ନିଗମ କଟକ, ଭୁବନେଶ୍ୱର ଏବଂ ବ୍ରହ୍ମପୁରର ସରକାରୀ କର୍ମଚାରୀଙ୍କ ପାଇଁ ଏହି ଛୁଟି ଘୋଷଣା ହୋଇଛି । ଭୋଟ ପାଇଁ ମୋଟ ୩ ଦିନ ଛୁଟି ମିଳିବ । ଅନ୍ୟ ୧୦୬ ସହରାଞ୍ଚଳ କର୍ମଚାରୀଙ୍କୁ ମଧ୍ୟ ଛୁଟି ମିଳିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Share

Leave a Reply

Your email address will not be published. Required fields are marked *

four × 1 =