କୋରାପୁଟରେ ଚକ ଅଖ ବନ୍ଦ

କୋରାପୁଟରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ । ସ୍ଥାନୀୟ ନିଯୁକ୍ତି, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ସହ ଅନ୍ୟାନ୍ୟ ଦାବିକୁ ନେଇ ବନ୍ଦ ପାଳନ କରୁଛି କଂଗ୍ରେସ । କଂଗ୍ରେସ ବିଧାୟକ ତାରାବାହୀନି ପତିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ରାସ୍ତାକୁ ଓହ୍ଲାଇଛନ୍ତି । ବନ୍ଦ ଡାକରା ଯୋଗୁଁ ଆଜି କୋରାପୁଟରେ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

Share

Leave a Reply

Your email address will not be published. Required fields are marked *

3 × 5 =