ଓକିଲଙ୍କ ଆନ୍ଦୋଳନ ଅବ୍ୟାହତ

ଭୁବନେଶ୍ୱର–ଆଇନଜୀବିଙ୍କୁ ପୁଲିସର ମାଡ ଅଭିଯୋଗ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କର ନିଷ୍କ୍ରିୟତା ପାଇଁ ଆଇନଜୀବିଙ୍କ ଆନ୍ଦୋଳନ ଥମିବାର ନାଁ ଧରୁନାହିଁ ।କିମ୍ବା ଆଇନଜୀବି ମାନେ ଆନ୍ଦୋଳନରୁ ପଛକୁ ହଟୁନାହାନ୍ତି ପୁର୍ବଭଳି ଆଇନଜୀବି ମାନେ କୋର୍ଟ ବର୍ଜନ କାର୍ଯ୍ୟକୁ ଚାଲୁ ରଖିବା ସହିତ ସରକାରୀ ଅଫିସ ଆଗରେ ପିକେଟିଂ ଚାଲୁ ରଖିବାକୁ ନିଷ୍ପତି ନେଇଛନ୍ତି । ତେବେ ଆସନ୍ତାକାଲି ଆଇନଜୀବି ମାନେ ଯେଉଁ ନବୀନ ନିବାସ ଘେରଉ କରିବେ ବୋଲି ଘୋଷଣା କରିଥିଲେ ତାକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି । ଆସନ୍ତା ଶୁକ୍ରବାର ଦିନ ଆଇନଜୀବି ମାନଙ୍କର କାର୍ଯ୍ୟକାରୀ କମିଟି ବୈଠକରେ ନବୀନ ନିବାସ ଘେରଉ ସମ୍ପର୍କରେ ଚୂଡାନ୍ତ କାର୍ଯ୍ୟକ୍ରମ ସ୍ଥିର କରାଯିବ ।

Share

Leave a Reply

Your email address will not be published. Required fields are marked *

eleven + eighteen =