ଭାରତ ପାଇଁ ସ୍ନର୍ଣ୍ଣ ଜିତିଲେ ମନଜିତ୍

ଜାକର୍ତା:  ଜାକର୍ତାରେ ଚାଲୁଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଛି  ଆଉ ଏକ ସ୍ନର୍ଣ୍ଣ ପଦକ । ପୁରୁଷ ୮୦ ମିଟର ଦୌଡ଼ରେ ମନଜତ୍ ସିଂ ଜିତିଲେ ସ୍ୱର୍ଣ୍ଣ ପଦକ । ସେହିଭଳି ଜିନସନ ଜନସନଙ୍କୁ ମିଳିଲା ରୌପ୍ୟ ପଦକ । ଭାରତ ପଦକ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି । ଏହି ଦୁଇ ପଦକ ସହ ଭାରତକୁ ମୋଟ୍ ୪୯ଟି ପଦକ ମିଳିଛି । ଏଥିରେ ୯ଟି ସ୍ୱର୍ଣ୍ଣ, ୧୮ଟି ରୌପ୍ୟ ଏବଂ ୨୨ଟି ବ୍ରୋଞ୍ଜ ପଦକ ରହିଛି । ସମୁଦାୟ ୧୯୯ ଟି ପଦକ ପାଇ ଚୀନ୍ ପ୍ରଥମ ସ୍ଥାନରେ ରହିଛି ।

Share

Leave a Reply

Your email address will not be published. Required fields are marked *

6 + three =