ନିଜ ଦମରେ ଲଢ଼ିବୁ, ବିଜୟ ସମ୍ଭାବନା ହିଁ ଏକମାତ୍ର ମାନଦଣ୍ଡ

ଭୁବନେଶ୍ୱର () ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡିର ଅନ୍ୟ ରାଜନୈତିକ ଦଳ ସହ ମେଣ୍ଟକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ ପକାଇଛନ୍ତି । ବିଜେଡି ନିଜ ଦମରେ ନିର୍ବାଚନ ଲଢ଼ିବ । କାହାସହ ମେଣ୍ଟ କରିବ ନାହିଁ ।

ଏଥିସହ ଏଥର ପ୍ରାର୍ଥୀ ଚୟନରେ ବିଜୟ ସମ୍ଭାବନା ହିଁ ଏକମାତ୍ର ମାନଦଣ୍ଡ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦଳର ବିଭିନ୍ନ ଆସନରୁ ଆଶାୟୀଙ୍କ ସଂଖ୍ୟା ବଢୁଥିବା ବେଳେ କେବଳ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀ ହିଁ ପ୍ରାଥମିକତା ପାଇବେ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − 6 =