ଜାତୀୟ ସଙ୍ଗୀତ ଗାନରେ ବିଶ୍ବ ରେକର୍ଡ

କୋଟା () 72ତମ ସ୍ବାଧିନତା ଦିବସରେ କୋଟାର ଛାତ୍ରମାନେ ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି । ଏକାସାଙ୍ଗେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ୩୦ ହଜାର ଛାତ୍ର ଜାତୀୟ ସଙ୍ଗୀତ ଗାନ କରିଛନ୍ତି। କୋଟା ସହରରେ ସବୁଆଡେ ଛାତ୍ରଛାତ୍ରୀମାନେ ହିଁ ନଜର ଆସୁଥିଲେ । ଗୋଟିଏ ସୁରରେ ଛାତ୍ରଛାତ୍ରୀ ରାଷ୍ଟ୍ରଗୀତ ଗାନ କରିଥିଲେ  । ଏହାକୁ ଗୋଲ୍ଡେନ ବୁକ ଅଫ ୱାଲ୍ଡ ରେକର୍ଡରେ ସ୍ଥାନିତ କରାଯାଇଛି  ।ଗତ ବର୍ଷ ୨୫ ହଜାର ଛାତ୍ରଛାତ୍ରୀ ରାଷ୍ଟ୍ରଗୀତ ଗାଇ ରେକର୍ଡ ସୃଷ୍ଟି କରିଥିଲେ ।

Share

Leave a Reply

Your email address will not be published. Required fields are marked *

two + ten =