୩୧୧ ଟ୍ରେନ୍ ବାତିଲ୍

ନୂଆଦିଲ୍ଲୀ () ଆଜି ୩୧୧ ଟ୍ରେନକୁ ବାତିଲ କରିଛି ଭାରତୀୟ ରେଳବାଇ । ଏଗୁଡିକ ମଧ୍ୟରେ ୩୧୧ ଟ୍ରେନ୍ କୁ ବାତିଲ୍ କରାଯାଇଛି । ଏଥିମଧ୍ୟରୁ ୨୧୫ ଟ୍ରେନ୍ କୁ ସଂପୂର୍ଣ୍ଣ ଭାବେ ବାତିଲ୍ କରାଯାଇଥିବା ବେଳେ ୯୬ ଟ୍ରେନ୍ କୁ ଆଂଶିକ ଭାବେ ବାତିଲ୍ କରାଯାଇଛି ।

ରେଳ ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନେ ହେଲ୍ପଲାଇନ୍ ନଂ ୧୩୯ ମାଧ୍ୟମରେ ମଧ୍ୟ ଟ୍ରେନ୍ ସମ୍ବନ୍ଧୀୟ ସୂଚନା ପାଇପାରିବେ । ଏହା ବ୍ୟତୀତ ରେଳ ବିଭାଗର ଓ୍ବେବସାଇଟ୍ enquiry.indianrail.gov.in ମାଧ୍ୟମରେ ମଧ୍ୟ ଲିଷ୍ଟ ଦେଖିପାରିବେ ।

Share

Leave a Reply

Your email address will not be published. Required fields are marked *

4 + 12 =