ଋଷଭ ପନ୍ଥ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ଥ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଇଂଲଣ୍ଡ ଗସ୍ତରେ ଥିବା ପନ୍ଥ ପଜିଟିଭ୍ ଚିହ୍ନଟ ହୋଇଥିବା ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ରହିଥିବା ସୂଚନା ମିଳିଛି । ଥଣ୍ଡା ଏବଂ କାଶ ସହ ଜ୍ୱର ହେଉଛି । ତେବେ ସେ ସାମାନ୍ୟ ଲକ୍ଷଣ ରହିଛି । ଆସନ୍ତା ଅଗଷ୍ଟ ୪ ତାରିଖରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଭାରତ ।

Share

Leave a Reply

Your email address will not be published. Required fields are marked *

six + 6 =