ଆଜି କେଉଁ ରାଶି ପାଇଁ କେମିତି ରହିବ ଦିନ ଜାଣନ୍ତୁ ….

ମେଷ-କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ। ବିବାଦରେ ଜିତାପଟ ନେବେ। ବହୁ ଦିନରୁ କରୁଥିବା କାର୍ଯ୍ୟରେ ଉନ୍ନତି ହୋଇପାରେ। ମହିଳାମାନେ ପୂଜା ପାଠରେ ମନ ଦେବେ। ଶୁଭ ରଙ୍ଗ ୟେଲୋ। ଶୁଭ ଅଙ୍କ ୧।

ବୃଷ-ପୂର୍ବରୁ ଥିବା କାର୍ଯ୍ୟ ସାଧିତ ହେବ। ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହୋଇ ନ ପାରେ। ପ୍ରଶାସନିକ କ୍ଷେତ୍ରରେ ସଫଳତା ପାଇବେ। ପରିବହନ ପ୍ରକାଶନ ଦିଗରେ ସଫଳତା ପାଇବେ। ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୫।

ମିଥୁନ-ଉଦଯୋଗ ସିଦ୍ଧି ହେବ। ଆର୍ôଥକ କ୍ଷେତ୍ରରେ ଉନ୍ନତି ହୋଇପାରେ। ନିଜ ଖର୍ଚ୍ଚରୁ କିଛି ଗରିବଙ୍କୁ ଦେବେ। ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ ଏବଂ ପାରିବାରିକ କ୍ଷେତ୍ରରେ ସଫଳତା ପାଇବେ। ଶୁଭ ରଙ୍ଗ ଧୂସର। ଶୁଭ ଅଙ୍କ ୮।

କର୍କଟ-ସତ୍ୟଧର୍ମ ଦୟା ନୀତିରେ ଚାଲିବେ। ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ। ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବେ। ପଡୋଶୀମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। ଶୁଭ ରଙ୍ଗ ମେରୁନ୍। ଶୁଭ ଅଙ୍କ ୩।

ସିଂହ-ଚାକିରୀକ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଉଜ୍ଜ୍ୱଳ ଭବିଷ୍ୟତ ପରିକଳ୍ପନା କରିବେ। ପରିବହନ, ପ୍ରକାଶନ କ୍ଷେତ୍ରରେ ସଫଳତା ପାଇପାରନ୍ତି। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୮।

କନ୍ୟା-ପାରିବାରିକ କ୍ଷେତ୍ରରେ ସଫଳତା ପାଇପାରନ୍ତି। ପାରିବାରିକ କ୍ଷେତ୍ରରେ ସଫଳତା ପାଇବେ। ପଡୋଶୀମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। ନୂତନ ଦ୍ରବ୍ୟ ପ୍ରାପ୍ତି ହେବ। ଚାକିରି କ୍ଷେତ୍ରରେ ସଫଳତା ପାଇବେ। ଶୁଭ ରଙ୍ଗ ୟେଲୋ। ଶୁଭ ଅଙ୍କ ୬।

ତୁଳା – ନୂତନଦ୍ରବ୍ୟ ଲାଭ ହେବ। ବ୍ୟବସାୟରେ ଉନ୍ନତି ହେବ। ପରିବହନ, ପ୍ରକାଶନ ଦିଗରେ ଅସଫଳତା ପାଇବେ। ସମସ୍ତ ଶକ୍ତି, ସାମର୍ଥ୍ୟ ପ୍ରୟୋଗ କରି କର୍ମ କ୍ଷେତ୍ରରେ ସଫଳ ହେବେ। ଶୁଭ ରଙ୍ଗ ପିଙ୍କ୍। ଶୁଭ ଅଙ୍କ ୨।

ବିଛା-ଘରକାମରେ ସଫଳତା ପାଇବେ। ନୂତନ ଦ୍ରବ୍ୟ ଲାଭ ହୋଇପାରେ। ସହିତ୍ୟ, କଳା, ସଂସ୍କୃତି କ୍ଷେତ୍ରରେ ସଫଳ ହୋଇପାରନ୍ତି। ବନ୍ଧୁ ମିଳନ ହୋଇପାରେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୪।

ଧନୁ-ପାରିବାରିକକ୍ଷେତ୍ରରେ ଉନ୍ନତି ସହ ନୂତନ ଦ୍ରବ୍ୟ ଲାଭ ହେବ। ବୈଜ୍ଞାନିକ ପଥକୁ ଅନୁକରଣ କରିବେ। ଉଜ୍ଜ୍ୱଳ ଭବିଷ୍ୟତ କଳ୍ପନା କରିବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୯।

ମକର-କର୍ମକ୍ଷେତ୍ରରେ ଥିବା ସମସ୍ୟା ଦୂର ହେବ। ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ ନାହିଁ। କୃଷ୍ଣ ପଦାର୍ଥ ପ୍ରାପ୍ତି ହୋଇପାରେ। ବନ୍ଧୁମାନଙ୍କ ସହିତ ମିଳନ ହୋଇପାରେ। କେତେକ କାମରେ ବ୍ୟସ୍ତ ରହିବେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୫।

କୁମ୍ଭ-ଉଦଯୋଗସିଦ୍ଧି ଏବଂ ବ୍ୟବସାୟରେ ଉନ୍ନତି ହେବ। ବିବାଦରେ ଜିତାପଟ ନେବେ। ପାରିବାରିକ କ୍ଷେତ୍ରରେ ସଫଳତା ପାଇବେ। ନୂତନ ଦ୍ରବ୍ୟ ଲାଭ ହୋଇପାରେ। ଶୁଭ ରଙ୍ଗ ଧୂସର। ଶୁଭ ଅଙ୍କ ୩।

ମୀନ-ନୂତନମାର୍ଗର ସନ୍ଧାନ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ସାହିତ୍ୟ,କଳା, ସଂସ୍କୃତି, ସଂଗୀତ କ୍ଷେତ୍ରରେ ଉନ୍ନତି କରିବେ। ନୂତନ ଯାଗାବାଡି ଲାଭ ହେବ। ଦୂର ସ୍ଥାନରୁ ଶୁଭ ଖବର ପାଇବେ। ଶୁଭ ରଙ୍ଗ ବ୍ରାଉନ୍ |

 

Share

Leave a Reply

Your email address will not be published. Required fields are marked *

four × four =