ବାପା ବିଜେଡିରେ ସାଂସଦ, ପୁଅ ଯାଇଁ ମିଶିଲେଣି ବିଜେପି

ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ ଆଜି ଭାରତୀୟ ଜନତା ପାର୍ଟିରେ ଆନୁÂାନିକ ଭାବେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ଅନୁÂିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳର ନେତା କନକ ବର୍ଦ୍ଧନ ଦେଓ ପ୍ରମୁଖ ଉପସ୍ଥିତ ଥିଲୋ । ଶ୍ରୀ ନନ୍ଦଙ୍କର ଏହି ମିଶ୍ରଣ ପର୍ବ ସହିତ ବହୁ ସଂଖ୍ୟକ କିନ୍ନର ମଧ୍ୟ ବିଜେପିରେ ଯୋଗ ଦେଇଥିଲେ । ସମସ୍ତଙ୍କୁ ଦଳ ପକ୍ଷରୁ ଉତ୍ତରୀୟ ଦିଆଯାଇ ସ୍ୱାଗତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

one × five =