ରବିନନ୍ଦଙ୍କ ଗିରଫ ଦାବି କଲେ ବିଧାୟକ

ଜୟପୁର—ରାଜନଅର ଠାରେ ହୋଇଥିବା ଗୁଳି କାଣ୍ଡରେ ବାପପୁଅ ଆହତ ଘଟଣାରେ ବିଧାୟକ ତାରା ପ୍ରସାଦ ବାହୀନିପତି ପୁର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ରବି ନନ୍ଦ ସପୃକ୍ତ ଅଛନ୍ତି ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି । ତାରା କହିଛିନ୍ତି ଆସନ୍ତା ୨ ତାରିଖ ସୁଧା ଯଦି ଶ୍ରୀନନ୍ଦଙ୍କୁ ଗିରଫ ନକରାଯାଏ ତେବେ ଆସନ୍ତା ୩ ତାରିଖ ଠାରୁ ସେ ରାସ୍ତାକୁ ଓହ୍ଲାଇବେ ।
ତାରାଙ୍କ ଏହି ଅଭିଯୋଗପରେ ପତିକ୍ରିୟା ରଖି ପୁର୍ବତନ ମନ୍ତ୍ରୀ ରବି ନନ୍ଦ କହିଛନ୍ତି ଯେ ତାରାଙ୍କ ଅଭିଯୋଗ ସଇତାନର ବେଦପାଠ ଭଳି ହୋଇଛି । ତାରା ନିଜେ କାଚ ଘରେ ରହି ଅନ୍ୟଙ୍କୁ ଟେକା ଫିଙ୍ଗୁଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × 3 =