ପାଟକୁରା ପାଇଁ ୪ କମ୍ପାନୀ ସିଏପିଏଫ

ଭୁବନେଶ୍ବର()  ୨୦ରେ ହେବ ପାଟକୁରା ନିର୍ବଚନ ।ସେଥିପାଇଁ ପୋଲିସ ପକ୍ଷରୁ କଡା ସୁରୁକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ପ୍ରଚାର ଶେଷ ହେଉଥିବା ବେଳେ ବର୍ତ୍ତମାନ ଯାଏଁ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ ବୋଲି କହିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା । ନିର୍ବାଚନକୁ ଆଖି ଆଗରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହ ୪ କମ୍ପାନୀ ସିଏପିଏଫକୁ ମୁତୟନ କରାଯାଇଛି । ତା ସହ ମୋବାଇଲ ପାଟ୍ରୋଲିଂ କୁ କଡା କଡି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

5 × 1 =