ନିର୍ଭୟା ମାମଲାରେ: କ୍ୟୁରେଟିଭ ପିଟିସନ ଖାରଜ କଲେ ସୁପି୍ରମକୋର୍ଟ

ନୂଆଦିଲ୍ଲୀ() ନିର୍ଭୟା ମାମଲାରେ ୪ ଦୁଷ୍କର୍ମକାରୀଙ୍କୁ ଫାଶି ପକ୍କା । ୨ ଦୋଷୀଙ୍କ କ୍ୟୁରେଟିଭ ପିଟିସନ ଖାରଜ କଲେ ସୁପି୍ରମକୋର୍ଟ । ବିନୟ ଓ ମୁକେଶଙ୍କ ପକ୍ଷରୁ ଦାୟର ହୋଇଥିଲା ଏହି କ୍ୟୁରେଟିଭ ପିଟିସନ । ଏହି କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ଫାଶି ପକ୍କା ହୋଇଯାଇଛି ।

ଆସନ୍ତା ୨୨ ତାରିଖରେ ଏହି ଫାଶି ଦେବାକୁ ଧାର୍ଯ୍ୟ ହୋଇଛି । ୨୨ ତାରିଖ ସକାଳ ୭ଟାରେ ୪ ଦୋଷୀଙ୍କୁ ଫାଶି ଦିଆଯିବ ।

Share

Leave a Reply

Your email address will not be published. Required fields are marked *

one × three =