ନବୀନଙ୍କ ରାସ୍ତାରେ ନିରଂଜନ

ନବୀନଙ୍କ ରାସ୍ତାରେ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଚାଲିବା ଆରମ୍ଭ କରିଛନ୍ତି । ଉପରକୁ ନବୀନଙ୍କୁ ସେ ବିରୋଧ କରୁଥିଲେ ମଧ୍ୟ ନବୀନଙ୍କ ପ୍ରତ୍ୟକ କାର୍ଯ୍ୟର ସେ ଜଣେ ଦୃଢ ସମର୍ଥକ ତାହା ଆଜି ସେ ପ୍ରମାଣିତ କରିଦେଇଛନ୍ତି । ଦଳୀୟ ବିଧାୟକ, ସାଂସଦ, କର୍ମୀ ଓ ଶୁଭେସ୍ôୁ ମାନଙ୍କ ଠାରୁ ନିର୍ବାଚନ ପାଣ୍ଠି ସଂଗ୍ରହ କରିବା ପାଇଁ ବିଜେଡି ସୁପି୍ରମୋ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଥିବା ଘଟଣାକୁ ଗତକାଲି ପର୍ଯ୍ୟନ୍ତ ନିରଂଜନ ପଟ୍ଟନାୟକ ତାସ୍ôଲ୍ୟ କରି ଆସୁଥିଲେ । କିନ୍ତୁ ହଠାତ ଆଜି ନିରଂଜନ ନବୀନଙ୍କ ରାସ୍ତାରେ ଚାଲିବା ଆରମ୍ଭ କରିଛନ୍ତି । ନବୀନଙ୍କ ଦେଖାଦେଖି ନିରଂଜନ ମଧ୍ୟ ଆଜି ତାଙ୍କ ବିଧାୟକ, କର୍ମୀ, ନେତା ଓ ଶୁଭେସ୍ôୁ ମାନଙ୍କୁ ନିର୍ବାଚନ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । କଂଗ୍ରେସ ଦଳ ପାଖରେ ପାଣ୍ଠିର ଅଭାବ ଥିବାରୁ ସଂଗୃହୀତ ନିର୍ବାଚନ ପାଣ୍ଠିରେ କଂଗ୍ରେସ ଦଳ ଆସନ୍ତା ନିର୍ବାଚନ ଲଢିବ ବୋଲି ନିରଂଜନ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × 2 =