ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି

ଲଣ୍ଡନ() ଆଜି ଭାରତ ତାର ବିଶ୍ବକପ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚରେ ଭାରତର ମୁକାବିଲା ହେଉଛି ଦକ୍ଷିଣ ଆଫ୍ରିକା ସହ । ତେବେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ନିଷ୍ପତ୍ତି ନେଇଛି ।

ପୂର୍ବରୁ ଦକ୍ଷିଣ ଆଫ୍ରିକା ଖେଳିସାରିଥିବା ୨ଟି ମ୍ୟାଚ୍ରେ ପରାସ୍ତ ହୋଇଛି । ତେଣୁ ଭାରତ ବିପକ୍ଷ ମ୍ୟାଚ୍ ଜିତିବାକୁ ଦକ୍ଷିଣ ଆଫ୍ରିକା ଚେଷ୍ଟା କରିବ । ସେପଟେ ଭାରତ ଏହି ମ୍ୟାଚ୍ ଜିତି ତାର ଦମଦାର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି ।

Share

Leave a Reply

Your email address will not be published. Required fields are marked *

1 + 2 =