ଛାତ୍ରୀନିବାସରେ ଲାଗିବ ସିସି କ୍ୟାମେରା

ଭୁବନେଶ୍ୱର–ରାଜ୍ୟର ସମସ୍ତ ଆଦିବାସୀ ହରିଜନ ଛାତ୍ରୀ ନିବାସରେ ସିସି କ୍ୟାମେରା ଲାଗିବ ବୋଲି ବିଭାଗୀୟ ମନ୍ତ୍ରୀ ରମେଶଚନ୍ଦ୍ର ମାଝୀ କହିଛନ୍ତି । ଆଜି ଏଠାରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଏଥପାଇଁ ଖୁବ ଶୀଘ୍ର ଟେଣ୍ଡର ଆହ୍ୱାନ କରାଯିବ ରାଜ୍ୟର ପ୍ରାୟ ୧ହଜାର ଛାତ୍ରୀ ନିବାସରେ ଏହି ସିସି କ୍ୟାମେରା ଲଗାଇବା ପାଇଁ ସରକାର ନିଷ୍ପତି କରିଛନ୍ତି । ଛାତ୍ରୀ ନିବାସ ଗୁଡିକ ଉପରେ କଡା ନଜର ରଖିବା ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

ten + 2 =