ଉଠିଲା କୋର୍ଡ ଅଫ କଣ୍ଡକ୍ଟ କଟକଣା

ଭୁବନେଶ୍ବର()  ଉଠିଲା ଆଦର୍ଶ ଆଚରଣ ବିଧି କଟକଣା । ଏଥିସହିତ ହିଁ ବର୍ତ୍ତମାନ ସେ ସମସ୍ତ କାମ ହୋଇପାରିବ, ଯାହା ଉପରେ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରତିବନ୍ଧକ ଲାଗୁକରାଯାଇଥିଲା । ଏବେଠାରୁ ସମସ୍ତ ସରକାରୀ ଯୋଜନାଗୁଡିକର କାମକାର୍ୟ୍ୟର ପ୍ରଚରା ତଥା ପ୍ରସାର ପୂର୍ବଭଳି ଜାରି ରହିବ । ସେହିଭଳି ନିର୍ବାଚନରେ ବିଜୟ ହାସଲ କରିଥିବା ଉଭୟ ନେତା ଏବଂ ରାଜନୈତିକ ଦଳମାନେ ଜନତାଙ୍କୁ ଧନ୍ୟବାଦ ଜଣାଇବା ପାଇଁ ହୋଡିଂ, ବ୍ୟାନର ଏବଂ ପୋଷ୍ଟର ଲଗାଇପାରିବେ । କାହିଁକି ନା ଆଚର ସଂହିତା ଲାଗୁହେବା ସମୟରେ ଏହି କାମ ଗୁଡିକ ଉପରେ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

four × 3 =