ସିଜ୍ ହେଲା ଆଠୋଟି ବସ୍‌

ଭୁବନେଶ୍ୱର()  ଭୁବନେଶ୍ୱରରେ ଆଠୋଟି ବସ୍‌ ସିଜ୍‌। ଭୁବନେଶ୍ୱର ଆରଟିଓ-୧ ଓ ଆରଟିଓ-୨ ପକ୍ଷରୁ ମିଳିତ ଯାଞ୍ଚ ବେଳେ ଏହି ବସ୍‌ ଗୁଡ଼ିକୁ ସିଜ୍‌ କରାଯାଇଛି । ରୁଟ୍‌ରେ ଚାଲିବା ପାଇଁ ଅନୁମତି ନଥିବା ବେଳେ ଏମାନେ ଯାତ୍ରୀ ପରିବହନ କରୁଥିଲେ । ନିୟମ ଅନୁସାରେ କଣ୍ଟ୍ରାକ୍ଟ କ୍ୟାରେଜ ବସ ଟିକେଟ କାଟି ଯାତ୍ରୀଙ୍କୁ ନେଇପାରିବେ ନାହିଁ । ଲାଇନ ବସ୍‌ ଭଳି ଚଳାଚଳ କରିପାରିବେ ନାହିଁ । ପରମିଟ୍‌ ଉଲ୍ଲଂଘନ ଅଭିଯୋଗରେ ଏହି ଆଠୋଟି ବସ୍‌କୁ ସିଜ କରାଯାଇଥିବା ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଟ୍ଵିଟ କରି ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

eleven − ten =