ବଜେଟ ଅଧିବେଶନ ୨୦୨୨ ଅପଡେଟ୍:ଜାଣିବା କଣ ହେଲା ଶସ୍ତା

ଲୋକସଭାରେ ମୋଟ୍ ୩୯.୪୫ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ। ୪ର୍ଥ ଥର ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟରେ ଆଗାମୀ ୨୫ ବର୍ଷ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ରହିଛି ୯.୨ ପ୍ରତିଶତ।
କପଡ଼ା, ଚମଡ଼ା ସାମଗ୍ରୀ, ଫୋନ୍ ଚାର୍ଜର, ଇମିଟେସନ୍ ଗହଣା ଶସ୍ତା ହେବ । କଟା ଓ ପଲିସ ହୀରା, ମୋତି ଉପରେ ସୀମା ଶୁଳ୍କ ୫ ପ୍ରତିଶତ ହ୍ରାସ କରାଯାଇଛି । ଫଳରେ ଏସବୁ ସାମଗ୍ରୀ ଶସ୍ତା ହେବ । ସେହିପରି ଟ୍ରାନ୍ସଫର୍ମର ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ବିଦେଶରୁ ଆମଦାନୀ ମେସିନ୍, ଷ୍ଟିଲ୍ ଓ କୃଷି ସାମଗ୍ରୀ ବି ଶସ୍ତା ହେବ ।

Share

Leave a Reply

Your email address will not be published. Required fields are marked *

two × four =