ବରଗଡ ବିଜେଡିରେ ସାମିଲି ହେଲେ ୫ ଶହ ରୁ ଅଧିକ କର୍ମଚାରୀ

ମନ୍ତ୍ରୀ ସୁଶାନ୍ତ ସିଂଙ୍କର ନିର୍ବାଚନ ମଣ୍ଡଳୀରେ ବିରୋଧୀ ବିଜେପି ଓ କଂଗ୍ରେସର ଅନେକ ପ୍ରାର୍ଥୀ ନିର୍ବାଚନୀ ମଇଦାନ ଛାଡି ଚାଲି ଯାଇଥିବା ବେଳେ ଗତ ୮ ଦିନ ମଧ୍ୟରେ ପ୍ରାୟ ୫ ଶହରୁ ଅଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।
ଭଟଲି ନିର୍ବାଚନ ମଣ୍ଡଳୀର ଭଟଲି ଓ ଆମ୍ବାଭୋନା ଅଞ୍ଚଳର ଶତାଧିକ ବିଜେପି କର୍ମୀ ମନ୍ତ୍ରୀ ସୁଶାନ୍ତ ସିଂ ସୋହେଲା ଅଫିସରେ ବିଜେଡିରେ ଯୋଗଦାନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − seven =