ନୂଆ ବର୍ଷ ପୂର୍ବରୁ ଶୀତ ଅଧିବେଶନ

ଭୁବନେଶ୍ୱର()  ଡିସେମ୍ବର ୩୧ ପୂର୍ବରୁ ବସିବ ବିଧାନସଭାର ଶୀତକାଳୀନ ଅଧିବେଶନ । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ ବିଧାନସଭା ବିଧି ଅନୁସାରେ ଗୃହ ୬୦ ଦିନ ଚାଲିବା ବ୍ୟବସ୍ଥା ରହିଛି । ତୃତୀୟ ଓ ଚତୁର୍ଥ ଅଧିବେଶନରେ ସର୍ବମୋଟ ୨୦ ଦିନ ଗୃହ କାର୍ଯ୍ୟ ଚାଲିଛି । ଆଉ ବାକି ୪୦ ଦିନର କାର୍ଯ୍ୟ ଦିବସ ଡିସେମ୍ବର ପୂର୍ବରୁ ବସିବ । କେବେ ବସିବ ଓ କଣ ରହିବ ରୂପରେଖ, ସେନେେଇ ରାଜ୍ୟପାଳ ନିଷ୍ପତ୍ତି ନେବେ । ରାଜ୍ୟପାଳଙ୍କ ନିଷ୍ପତ୍ତି ପରେ ୪୦ ଦିନର କ୍ୟାଲେଣ୍ଡର ପ୍ରସ୍ତୁତ ହେବ ।’

Share

Leave a Reply

Your email address will not be published. Required fields are marked *

one × five =