ସତ ମାନିଲେ ଆର୍ୟନ୍‌

ମୁମ୍ବାଇ: ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍‌ ଶେଷରେ ସତ ମାନିଛନ୍ତି। ଏନ୍‌ସିବି ଆଗରେ ଚରସ ସେବନ କରୁଥିବା ନେଇ ସେ ନିଜେ ସ୍ବୀକାର କରିଛନ୍ତି। କ୍ରୁଜ ପାର୍ଟି ଦିନ ତାଙ୍କ ବନ୍ଧୁ ଅରବାଜ ମର୍ଚ୍ଚେଣ୍ଟ ଜୋତା ଭିତରେ ଡ୍ରଗ୍ସ ଲୁଚାଇ ନେଇଥିଲେ। ଏନେଇ ଏନ୍‌ସିବି ଏକ ରିପୋର୍ଟରେ ସ୍ପଷ୍ଟ କରିଛି।
ରିପୋର୍ଟ ଅନୁଯାୟୀ, ଏନ୍‌ସିବି ରେଡ୍‌ ବେଳେ ଅରବାଜଙ୍କ ଜୋତା ଭିତରୁ ୬ ଗ୍ରାମର ଡ୍ରଗ୍ସ ଜବତ ହୋଇଥିଲା। ସେ ଜୋତା ଭିତରେ ଡ୍ରଗ୍ସ ଲୁଚାଇ କ୍ରୁଜ ଭିତରେ ପାର୍ଟି କରିବାକୁ ପହଞ୍ଚିଥିଲେ। ଅକ୍ଟୋବର ୨ ରାତିରେ କ୍ରୁଜ ଉପରେ ହୋଇଥିବା ରେଡ୍‌ରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।

Share

Leave a Reply

Your email address will not be published. Required fields are marked *

eleven + two =