ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୧୦,୧୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୩୦୧ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟାରେ ୧୨,୧୩୪ ଜଣ ସୁସ୍ଥ ହୋଇଛନ୍ତି । ସଂପ୍ରତି ଦେଶରେ ୧,୨୮,୫୫୫ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ଦୈନିକ ସଂକ୍ରମଣ ୦.୮୨% ଓ ସାପ୍ତାହିକ ହାର ୦.୯୬% ରହିଛି । ସେହିଭଳି କରୋନାରୁ ଆରୋଗ୍ୟ ହାର ୯୮.୨୮% ରହିଛି । ଦେଶରେ ଏପର୍ଯ୍ୟନ୍ତ ୧୧୩.୬୮ କୋଟି ପାନ ଟିକା ଦିଆଯାଇସାରିଛି ।

Share

Leave a Reply

Your email address will not be published. Required fields are marked *

7 − 6 =