ଆଜି ଶନିବାର, କାହାର ଭାଗ୍ୟ କଣ କହୁଛି ଦେଖନ୍ତୁ …

କନ୍ୟା –ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ । ସକାରାତ୍ମକ ବ୍ୟବହାରରେ ଆପଣ ଲୋକମାନଙ୍କୁ ପ୍ରଭାବିତ କରିବେ । ଆପଣଙ୍କର ବଡରୁ ବଡ କାମ ହୋଇଯିବ । ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ । ସଙ୍ଗୀତ ଶୁଣିବାକୁ ମନରେ ଆଗ୍ରହ ବଢିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।
ତୁଳା – ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ । ଅଫିସରେ ବଡ ଅଧିକାରୀମାନଙ୍କ ସହ ଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଦୂର ସ୍ଥାନକୁ ଯାତ୍ରାରେ ଯିବେ । ବ୍ୟବସାୟୀ ନୂଆ ଯୋଜନା ପ୍ରସ୍ତୁତ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।
ମକର – ନିଜକୁ ଉର୍ଜାବାନ ଅନୁଭବ କରିବେ । ନୂଆ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ । ଚାକିରି ବୃିରେ ଲାଗି ରହିଥିବା ବିଶୃଙ୍ଖଳା ହ୍ରାସ ହେବ । ଆପଣଙ୍କର ଦାଂପତ୍ୟ ଜୀବନ ବଢିଆ ରହିବ । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୮ ।
କର୍କଟ – ଆପଣ ନିଜର ଭଲ ମନୋଭାବ ଅନୁଭବ କରିବେ । ମିଠା କଥା କହି ସମସ୍ତଙ୍କ ହୃଦୟ ଜିଣି ନେବେ । କୌଣସି ବ୍ୟକ୍ତିଙ୍କ ଠାରୁ ଆପଣଙ୍କୁ ଅଧିକ ଫାଇଦା ହେବ । ପାରିବାରିକ ଜୀବନରେ ସୁଖ ଶାନ୍ତି ବୃଦ୍ଧି ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।
ସିଂହ – ବ୍ୟର୍ଥ ଚିନ୍ତାରୁ ମୁକ୍ତି ମିଳିବ । ଅନୁଭବୀଙ୍କ ରାୟ ଆପଣଙ୍କ ଲାଗି ବଢିଆ ସାବ୍ୟସ୍ତ ହେବ । କବିମାନେ ନୂଆ କବିତା ରଚନା କରିବେ । ପରିବାରରେ ମଧୁରତା ସହିତ ବିଶ୍ୱାସ ବି ବଢିବ । ଆପଣଙ୍କୁ ବେପାରରେ ଲାଭ ହେବାର ଆଶା ରହିଛି । ଶୁଭ ରଙ୍ଗ ଗୋଲାପୀ । ଶୁଭ ଅଙ୍କ ୭ ।
ମେଷ – କୋଣସି କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ । ପଇସା ସମ୍ବନ୍ଧିତ ବଡ ଫଇସଲା ଭାବିଚିନ୍ତି ନିଅନ୍ତୁ । ଆପଣ ରାଜ୍ୟ ବାହାରକୁ ଯାତ୍ରାରେ ଯାଇପାରନ୍ତି । କୌଣସି ଅଜଣା ବ୍ୟକ୍ତି ଆପଣଙ୍କ ଠାରୁ ଫାଇଦା ନେଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।
ବୃଷ ଦିନଟି ଖୁସି ଭରା ରହିବ । ମିତ୍ରଙ୍କର ପୂରା ସହ ଯୋଗ ମିଳିବ । ଅଫିସ କାମରେ ବନ୍ଧୁମାନଙ୍କ ସାହାର୍ଯ୍ୟ ମିଳିବ । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ । ଜୀବନସାଥୀଙ୍କ ସହିତ ସାମଞ୍ଜସ୍ୟ ବଜାୟ ରହିବ । । ଶୁଭ ରଙ୍ଗ ଗୋଲାପୀ । ଶୁଭ ଅଙ୍କ ୬ ।
ବିଛା –ପୂଜାପାଠରେ ଅଧିକ ସମୟ ବିତିବ । ଆପଣଙ୍କ ମନରେ ସକାରାତ୍ମକ ବିଚାର ଆସିବ । ବେପାର ବାଣିଜ୍ୟକୁ ବଢାଇବା ଲାଗି ମିତ୍ରଙ୍କ ଠାରୁ ସାହାର୍ଯ୍ୟ ପାଇବେ । ପରିବାରର ଲୋକମାନଙ୍କ ସହିତ ସୁଖଦ ସମୟ ବିତେଇବେ । ଶୁଭ ରଙ୍ଗ ଗାଢ ସବୁଜ । ଶୁଭ ଅଙ୍କ ୯ ।
ଧନୁ –ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ । ସାମାଜିକ କାର୍ଯ୍ୟରେ ମହ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ମହିଳାମାନଙ୍କୁ ଖୁସି ଖବର ମିଳିବ । ବିବାହିତଙ୍କ ଲାଗି ଦିନଟି ବଢିଆ ରହିବ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୧ ।
ମିଥୁନ -ଆପଣ ନିଜର ଦୈନନ୍ଦିନ କାର୍ଯ୍ୟସୂଚୀରେ ପରିର୍ବନ କରିବାକୁ ଚେଷ୍ଟା କରିବେ । ଜୀବନସାଥୀଙ୍କ ସହିତ କୌଣସି ବିଷୟ ଉପରେ ଅଧିକ ସମୟ ଧରି କଥାର୍ବାା ହେବେ । ଛାତ୍ରୀଙ୍କର ଲେଖାପଢାରେ ମନ ଲାଗିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।
କୁମ୍ଭ – ଆପଣ କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ । ସୌଭାଗ୍ୟ ଲକ୍ଷସ୍ଥଳରେ ପହିବାର କୌଣସି ଅସୁବିଧା ହେବ ନାହିଁ । କାରବାରରେ ଆପଣଙ୍କୁ ଫାଇଦା ହେବ । ଆପଣଙ୍କ ଘରୋଇ କାମ ଭଲରେ ପୂରା ହେବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୪ ।
ମୀନ – ଗୁରୁଙ୍କ ଆଶୀର୍ବାଦ ନିଅନ୍ତୁ, ଦିନଟି ଭଲରେ କଟିବ । ବ୍ୟବସାୟ କାମରେ କୌଣସି ସହ ଯୋଗୀଙ୍କ ସହଯୋଗ ପ୍ରାପ୍ତ ହେବ । ଅଫିସରେ ଆପଣଙ୍କ କାମକୁ ଦେଖି ର୍କୃପକ୍ଷ ଖୁସି ହେବେ । ଦାଂପତ୍ୟ ଜୀବନରେ ମଧୁରତା ଆସିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

Share

Leave a Reply

Your email address will not be published. Required fields are marked *

19 + thirteen =