ସେପ୍ଟେମ୍ବର ୧୪ରୁ ସପ୍ଲିମେଂଟାରୀ ପରୀକ୍ଷା

ଭୁବନେଶ୍ୱର() ମାଟ୍ରିକ ପରୀକ୍ଷା ଫଳ ବାହାରି ସାରିଛି । ପରୀକ୍ଷାରେ କୃତକାର୍ୟ୍ୟ ହୋଇନଥିବା ପିଲାମାନଙ୍କ ପାଇଁ ସପ୍ଲିମେଂଟାରୀ ପରୀକ୍ଷା କରାଯିବ । ଆସନ୍ତା ସେପ୍ଟେମ୍ବର ୧୪ରୁ ସପ୍ଲିମେଂଟାରୀ ପରୀକ୍ଷା ହେବବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ସେପ୍ଟେମ୍ବର ୧୪ରୁ ୨୨ ପର୍ୟ୍ୟନ୍ତ ସପ୍ଲିମେଂଟାରୀ ପରୀକ୍ଷା କରାଯିବ । ସେପ୍ଟେମ୍ବର ୧୪ରୁ ୨୪ ମଧ୍ୟରେ ଓପନ ଲର୍ଣ୍ଣିଂ ସ୍କୁଲର ସପ୍ଲିମେଂଟାରୀ ପରୀକ୍ଷା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

7 − 3 =