ଫାଶୀ ଲଗାଇ ଆତ୍ମହତ୍ୟା କଲେ ସୁଶାନ୍ତ ସିଂ

ମୁମ୍ବାଇ,() ବଲିଉଡ ଜଗତର ସଫଳ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ଆଜି ମୃତ୍ୟୁ ଘଟିଛି । ମୁମ୍ବାଇ ବାନ୍ଦ୍ରା ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସେ ବେକରେ ଫାଶୀ ଲାଗାଇ ଆତ୍ମହତ୍ୟା କରିଛନ୍ତି । ଏନେଇ ସୁଶାନ୍ତଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ପୋଲିସକୁ ଫୋନ କରି ଜଣାଇଛନ୍ତି । ଏନେଇ ବଲିଉଡ ଜଗତରେ ଆଜି ଦୁଃଖର କଳା ବାଦଲ ଛାଇଯାଇଛି । ସେ ଧୋନୀଙ୍କ ବାୟୋପିକ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

Share

Leave a Reply

Your email address will not be published. Required fields are marked *

seven + 12 =