୫ରେ ବିଜୁ ଜୟନ୍ତୀ, ୧୫ ଦିନ ପାଳିବ ବିଜେଡି

ଭୁବନେଶ୍ୱର() ମାର୍ଚ୍ଚ ୫ରୁ ୧୫ ଦିନ ଧରି ବିଜୁ ଜୟନ୍ତୀ ପାଳନ କରିବ ବିଜେଡି । ମାର୍ଚ୍ଚ ୫ରେ କଟକରେ ଏନେଇ ଏକ ବିଶାଳ ସମାବେଶ ହେବ । ଏଥିରେ ଆୟୋଜିତ ଜୀବନବିନ୍ଦୁ କାର୍ୟ୍ୟକ୍ରମରେ ୨୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇଛି । ୧୫ ଦିନ ଧରି ନିର୍ବାଚନମଣ୍ଡଳୀ ସ୍ତରରେ ମହିଳା ସମ୍ମିଳନୀ ହେବ । ସଫଳ ମହିଳାଙ୍କୁ ବିଜୁ ମହିଳା ଜନତା ଦଳ ପକ୍ଷରୁ ସମ୍ମାନିତ କରାଯିବ ।

Share

Leave a Reply

Your email address will not be published. Required fields are marked *

sixteen + 11 =