ଦୁନିଆର ସବୁଠୁ ମହଙ୍ଗା ଜ୍ୟାକେଟରେ ନଜର ଆସିଲେ ଶାହରୁଖ, ଦାମ ଜାଣିଲେ ହୋସ ଉଡିଯିବ

ମୁମ୍ବାଇ() ନିକଟରେ ସେ ଏକ ଇଭେଣ୍ଟରେ ବାଦଶାହ ଶାହରୁଖ୍ ଖାନ ନଜର ଆସିଥିଲେ। ସବୁଥର ଭଳି ଏଥର ମଧ୍ୟ ଶାହରୁଖ୍ ହ୍ୟାଣ୍ଡସମ ଦେଖା ଯାଉଥିଲେ। ଶାହରୁଖ୍ଙ୍କ ନୀଳ ରଙ୍ଗର ଡେନିମ୍ ଜ୍ୟାକେଟର ଦାମ କେତେ ? ଆସନ୍ତୁ ଜାଣିବା …

ଶାହରୁଖ୍ ପିନ୍ଧିଥିବା ଜ୍ୟାକେଟ ବହୁତ ମହଙ୍ଗା। ଶାହରୁଖ୍ଙ୍କ ଜ୍ୟାକେଟ୍ ହେଉଛି ଏମଆଇଆରଆଇ ଏକ ଫେସନ ବ୍ରାଣ୍ଡ ଓ ଜ୍ୟାକେଟର ମୂଲ୍ୟ ଏକ ଲକ୍ଷ ୫୦ ହଜାର ଟଙ୍କା। ଏହା ଦୁନିଆର ସବୁଠୁ ମହଙ୍ଗା ଜ୍ୟାକେଟ୍।

Share

Leave a Reply

Your email address will not be published. Required fields are marked *

7 + 10 =