ଚଳିତ ବର୍ଷ ରାଜଧାନୀରେ ୧୭୧ଟି ସ୍ଥାନରେ ମା’ ପାଉଛନ୍ତି ପୂଜା

ଭୁବନେଶ୍ୱର () ମା’ଙ୍କ ଆଗମନକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ଜଗତଜନନୀ ମା’ଙ୍କ ଆବାହାନ ପରେ ଆଜି ପୀଠରେ ଅଷ୍ଟମୀ ଏବଂ ମଣ୍ଡପରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ବିଭିନ୍ନ ପୀଠ ଏବଂ ମଣ୍ଡପରେ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ଜଗତଜନନୀ ମା’ ଦୁର୍ଗା । ସୁଉଚ୍ଚ ତୋରଣ ସାଙ୍ଗକୁ ଚିକ୍ ମିକ୍ ଲାଇଟ୍ ରେ ଝଲସୁଛି ପୂଜା ମଣ୍ଡପ । ରାସ୍ତାଘାଟ ବି ଆଲୋକମାଳାରେ ଚମକୁଛି । ଚଳିତ ବର୍ଷ ରାଜଧାନୀରେ ଏଥର ୧୭୧ଟି ସ୍ଥାନରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଛି ।

Share

Leave a Reply

Your email address will not be published. Required fields are marked *

eleven − 6 =