ସୈଫଙ୍କ ଝିଅ କରୀନାଙ୍କ ନଣନ୍ଦ ଜାଣନ୍ତୁ…

କେଦାରନାଥ ଫିଲ୍ମ ଦ୍ୱାରା ବଲିଉଡରେ ପାଦଥାପିଥିବା ‘ସାରା ଅଲି ଖାନ’ କଫି ଉଇଥ କରଣ ସୋରେ ଅତିଥି ଭାବେ ଆସିଥିବା ବେଳେ ସାରା ତାଙ୍କର ବ୍ୟକ୍ତିଗତ କଥା କହିଛନ୍ତି । ଏହି ସୋ କରଣ ଜୋହର କିଛି ପ୍ରଶ୍ନ କରିଥିଲେ ହେଲେ ସାରାଙ୍କ ଉତର ଶୁଣି ଆପଣ ତାଜୁବ ହୋଇଯିବେ । ସାରା ତାଙ୍କ କ୍ୟାରିୟରରେ ପ୍ରଥମ ସାକ୍ଷାତକାରେ ମନ ଖୋଲା କଥା କହିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛି ।
ସାରାଙ୍କର ଇଛା ସେ ତାଙ୍କ ସାନ ଭାଇଙ୍କ ମାମୁଁଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ଏହାର ଅର୍ଥ ସେ ରଣବୀର କପୁରଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ତାସହ କାର୍ତିକ ଆୟେନଙ୍କ ସହ ଡେଟ କରିବାକୁ ଚାହୁଁଛନ୍ତି ।
ବଡ କଥା ହେଲା ସାରା ହେଉଛନ୍ତି ସୈଫ ଅଲି ଖାନଙ୍କ ବଡ ଝିଅ । ସେ କେଦାରନାଥ ଫିଲ୍ମ ଜରିଆରେ ବଲିଉଡରେ ପାଦଥାପିବାକୁ ଯାଉଛନ୍ତି । ତେବେ ଆଗକୁ ଜଣାପଡିବ ଅସଲି କଥା ।

Share

Leave a Reply

Your email address will not be published. Required fields are marked *

9 + 1 =