ସିବିଆଇ ଶୁଣାଣୀ ୨୯ ତାରିଖକୁ ଘୁଂଚିଲା

ନୂଆଦିଲ୍ଲୀ– ରାଜ୍ୟର ସର୍ବୋଚ୍ଚ ନିର୍ଭରଯୋଗ୍ୟ ଓ ନିରପେକ୍ଷ ତଦନ୍ତକାରୀ ସଂସ୍ଥା ଭାବେ କାର୍ଯ୍ୟ କରିଆସୁଥିବା ସିବିଆଇ ଏବେ କାଠଗଡାରେ ଠିଆ ହୋଇଛି । ସିବିଆଇର ଦକ୍ଷତା ନିରପେକ୍ଷତା ଓ ରାଜନୈତିକ ପକ୍ଷପାତିତାକୁ ନେଇ ସାରା ଦେଶରେ ଏକ ଝଡ ସୃଷ୍ଟି ହୋଇଛି । ଏନେଇ ସିବିଆଇ ଅଫିସର ମାନଙ୍କ ପକ୍ଷରୁ ସୁପି୍ରମକୋର୍ଟରେ ମଧ୍ୟ ମକଦ୍ଧମା ଚାଲୁ ରହିଛି । ଏ ସଂକ୍ରାନ୍ତୀୟ ସୁଣାଣି ଆସନ୍ତା ୨୯ ତାରିଖକୁ ସୁପି୍ରମକୋର୍ଟ ଘୁଂଚାଇ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × 4 =