ଠକାମୀର ଶିକାର ହେଲେ ସାହିଦ କପୁରଙ୍କ ସ୍ତ୍ରୀ ମିରା

ମୁମ୍ବାଇ: ସାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ଇନଷ୍ଟାଗ୍ରାମରେ ନିଜର ଏକ ନୂଆ ଫୋନ କଭରର ଫଟୋ ସେୟାର କରିଛନ୍ତି। ଏହି ଫୋନ କଭର ପାଇଁ ସେ ଠକେଇର ଶିକାର ହୋଇଥିବା କହିଛନ୍ତି। କଭର ଫଟୋ ସେୟାର କରି ମୀରା ରାଜପୁତ କହିଛନ୍ତି, ସେ ଏକ ସ୍ଲିଙ୍ଗ କେସ କିଣିଥିଲେ। ଯାହାକି ୱାର୍କଆଉଟ ସମୟରେ ତାଙ୍କୁ ଫୋନ ରଖିବାରେ ସାହାଯ୍ୟ ହୋଇପାରିବ। କିନ୍ତୁ ସେ ଏକ ୱେବସାଇଟର ଠକେଇରେ ପଡ଼ି ଯାଇଛନ୍ତି।

Share

Leave a Reply

Your email address will not be published. Required fields are marked *

five − three =