ଖେଳାଳିଙ୍କ ଜର୍ସି ନମ୍ବର କେମିତି ନିର୍ଣ୍ଣୟ କରାଯାଏ ଜାଣନ୍ତୁ…

ଭୁବନେଶ୍ୱର() ବିଶ୍ୱର ସବୁଠାରୁ ଲୋକପି୍ରୟ ଖେଳ ହେଲା କି୍ରକେଟ ଏବଂ ଫୁଟବଲ । ଆପଣ ଦେଖିଥିବେ କି୍ରକେଟ ଖେଳାଳିଙ୍କ ସାର୍ଟରେ ଏକ ନମ୍ବର ଲୋଖାଯାଇଥାଏ । ତେବେ ଭାବିଛନ୍ତ ଏହା କିଏ ଏବଂ କେମିତି ନିର୍ଣ୍ଣୟ କରାଯାଇଥାଏ । ତେବେ ଆସନ୍ତୁ ଜାଣିବା …

ତେବେ ଆପଣଙ୍କୁ କହି ରଖୁଛୁ ଜର୍ସି ନମ୍ବର ଆଉ କେହି ନୁହେଁ ନିଜେ ଖେଳାଳି ବାଝିଥାନ୍ତି । ଖେଳାଳି ମାନେ ଯେଉଁ ନମ୍ବର କହିଥାନ୍ତି ସେହି ନମ୍ବର ତାଙ୍କ ସାର୍ଟ ଲେଖା ହୋଇଥାଏ ।

Share

Leave a Reply

Your email address will not be published. Required fields are marked *

one × 1 =