ବିବାହ ପୂର୍ବରୁ ଝିଅ ମାନଙ୍କ ଥାଏ ଏହି ୩ ଇଚ୍ଛା

ବିବାହକୁ ନେଇ ଝିଅ ମାନଙ୍କର ଅନେକ ଇଚ୍ଛା ରହିଥାଏ । ଯାହା ତାଙ୍କ ଜୀବନସାଥୀଙ୍କ ସହିତ ଜଡିତ ରହିଥାଏ । ହେଲେ ସେମାନେ କେବେ ହେଲେ କହି ପାରନ୍ତି ନାହିଁ । ହେଲେ ଆଜି ଆମେ ଅପଣଙ୍କୁ ଜଣାଇବୁ ଝିଅ ମାନଙ୍କ ଏହି ୩ ଇଚ୍ଛା ।

୧-ପ୍ରତ୍ୟେକ ଝିଅ ଚାହାଁନ୍ତି ତାଙ୍କ ସ୍ୱାମୀ ସାଧୁ କିମ୍ବା ସଚୋଟ ହୋଇଥାନ୍ତୁ ।

୨-ପ୍ରତ୍ୟେକ ଝିଅ ଚାହାଁନ୍ତି କି ତାଙ୍କ ସ୍ୱାମୀ ବିଶ୍ୱାସର ପାତ୍ର ଏବଂ କେବେ ହେଲେ ଧୋକା ନଦେଉ ।

୩-ପ୍ରତ୍ୟେକ ଝିଅ ଚାହାଁନ୍ତି ତାଙ୍କ ସ୍ୱାମୀ ଯେତିକି ବି ରୋଜଗାର କରୁ ସମସ୍ତଙ୍କ ଠାରୁ ଆଗରେ ରହୁ ଏବଂ ପରିବାର ଭଲ ଭାବେ ସମ୍ବାଳିବାର ସକ୍ଷମ ରଖୁ ।

Share

Leave a Reply

Your email address will not be published. Required fields are marked *

four × five =