ବିଶ୍ବର ଅଦ୍ଭୁତ ପ୍ରକାର ପାଇଖାନା

ଟଏଲେଟର ଭିତର ଡିଜାଇନକୁ ବେଶୀ ଗୁରୁତ୍ବ ଦେଇନଥାଉ। କାରଣ ଆମେ ମାନେ ଜାଣିଛେ ସାଧାରଣତଃ ଟଏଲେଟ ଗୋଟିଏ ପ୍ରକାର ହୋଇଥାଏ ଓ ଏହା କେବଳ ଶରୀରର ବର୍ଜ୍ୟବସ୍ତୁକୁ ଛାଡିବା ସ୍ଥାନ। କିନ୍ତୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ ଦୁନିଆରେ ଏଭଳି ଟଲଲେଟ ଅଛି ଯାହା ଭିନ୍ନ ଭିନ୍ନ ଡିଜାଇନରେ ତିଆରି ହୋଇଛି। ଯାହାକୁ ଦେଖିଲେ ମୁହଁରେ ହସ ଚାଲି ଆସିବ। ଆଉ କିଛି ଟଏଲେଟକୁ ଦେଖିଲେ ଆପଣଙ୍କ ମନରେ ପ୍ରଶ୍ନ ଉଠିବ ଏହାକୁ କେମିତି ବନାଯାଇଛି। ଏମିତି ସବୁ ଟଏଲେଟ କେବଳ ମନ ମୋହିବାକୁ କରାଯାଇନି ବରଂ ଲୋକଙ୍କ ମନରେ ଥିବା ଟଏଲେଟ ପ୍ରତି ଘୃଣା ଭାବନାକୁ ଦୂର କରିବା ପାଇଁ କରାଯାଇଛି।
ରୋମାନିୟାର ଏକ କ୍ଲବରେ ଅବିକଳ ମୁହଁ ଭଳି ଟଏଲେଟ ତିଆରି କରାଯାଇଛି ।


ଟଏଲେଟରେ ଲାଗିଛି ପେଁକାଳି ଭଳି ଦିଶୁଥିବା ପ୍ୟାନ

Share

Leave a Reply

Your email address will not be published. Required fields are marked *

18 − 1 =