କାହିଁକି ଏରୋପ୍ଲେନର ରଙ୍ଗ ଧଳା ଥାଏ ? ଜାଣନ୍ତୁ ପ୍ରକୃତ କାରଣ

ଭୁବନେଶ୍ୱର() ଆପଣ ଦେଖିଥିବେ ଅଧିକାଂଶ ଏରୋପ୍ଲେନ୍ର ରଙ୍ଗ ଧଳା। ମନକୁ ବହୁବାର ପ୍ରଶ୍ନ ମଧ୍ୟ ଆସିଥିବ କ’ଣ ପାଇଁ ଏରୋପ୍ଲେନ୍ର ରଙ୍ଗ କଳା, ନୀଳ, ହଳଦିଆ ନ ହୋଇ ଧଳା ହୋଇଛି। ତେବେ ଆସନ୍ତୁ ଜାଣିବା ଏହାର ରହସ୍ୟ ସମ୍ପର୍କରେ …

ଏରୋପ୍ଲେନ୍ର ରଙ୍ଗ ଧଳା ହେବା ପଛରେ ଏକ ବୈଜ୍ଞାନିକ କାରଣ ରହିଛି। ସୂର୍ୟ୍ୟଙ୍କ କିରଣକୁ ପରିବର୍ତ୍ତନ କରିବାରେ ଧଳାରଙ୍ଗର କ୍ଷମତା ଢେର୍ ଅଧିକ। ଏମିତିରେ ଧଳା ରଙ୍ଗ ଯୋଗୁ କମ୍ ଗରମ ବି ହୋଇଥାଏ। ତେଣୁ ଏରୋପ୍ଲେନ୍ର ବାହାର ଅଂଶ ଧଳା ହୋଇଥାଏ। ଏତଦ୍ବ୍ୟତୀତ କୌଣସି ଏରୋପ୍ଲେନ୍ ଦୁର୍ଘଟଣାଗ୍ରସ୍ତ ହେଲେ ଆକାଶର ନୀଳ ରଙ୍ଗରେ ଧଳାକୁ ଖୋଜି ପାଇବା ଖୁବ୍ ସହଜ ହୋଇଥାଏ। ତେଣୁ ଏସବୁ କାରଣ ଯୋଗୁ ଏରୋପ୍ଲେନ୍ର ରଙ୍ଗ ଧଳା।

Share

Leave a Reply

Your email address will not be published. Required fields are marked *

two × three =