ପୁଣି ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଗୁଣ୍ଡାଗର୍ଦ୍ଦି

ଆଗ ଧମକ ପରେ ମହିଳା ଆଇଆଇସିଙ୍କୁ ଆକ୍ରମଣ । ପୁଣି ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଗୁଣ୍ଡାଗର୍ଦ୍ଦି। ମହିଳା ପୋଲିସଙ୍କୁ ଆକ୍ରମଣ କଲେ ଜୟନାରାୟଣ । ବିଜେପି

Read more

ଭୁବନେଶ୍ୱରରେ ରାସ୍ତାରୋକ କଲେ ବିଜେପି କର୍ମୀ

ଭୁବନେଶ୍ୱରରେବିଜେପିରହରତାଳ।ମୁଖ୍ୟମନ୍ତ୍ରୀଙ୍କଇସ୍ଥପାଦାବିରେରାଜରାସ୍ତାକୁଓହ୍ଲାଇଲାବିଜେପି।ଟାୟାରଜାଳିଭୁବନେଶ୍ୱରରେରାସ୍ତାରୋକକଲେବିଜେପିକର୍ମୀ।

Read more

କେଉଁଠି କେବେ ହେବ ବିଧାନସଭା ନିର୍ବାଚନ

ଫେବୃଆରୀ ୧୬ ତାରିଖରେ ତ୍ରିପୁରାର ସମସ୍ତ ୬୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବ । ସେହିପରି ମେଘାଳୟ ଓ ନାଗାଲ୍ୟାଣ୍ଡ ବିଧାନସଭାର ସମସ୍ତ

Read more

ଚାଉଳ ବନ୍ଦ ହେବାକୁ ନେଇ ଆନ୍ଦୋଳନ କରିବ ବିଜେଡି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳ ବନ୍ଦ ହେବାକୁ ନେଇ ପ୍ରତିବାଦ କରିବ ବିଜେଡି । ୧୪,୧୫,୧୬ ତିନି ଧରି

Read more

ଫେବୃଆରୀ ୧୬ରେ ଦିଲ୍ଲୀ ମେୟର ନିର୍ବାଚନ

ଦିଲ୍ଲୀର ମହାନଗର ନିଗମ (ଏମସିଡି)ର ମେୟର, ଡେପୁଟି ମେୟର ଏବଂ ଷ୍ଟାଣ୍ଡିଂ କମିଟିର ୬ ଜଣ ସଦସ୍ୟଙ୍କ ନିର୍ବାଚନ ଫେବୃଆରୀ ୧୬ରେ ଅନୁଷ୍ଠିତ ହେବ। ଏନେଇ ମୁଖ୍ୟମନ୍ତ୍ରୀ

Read more

କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

ପୁଣି କୋଟିଆରେ ପଶିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ୍ନା ଦୋରା। । ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପି.ରାଜନ ଦୋରାଙ୍କ କୋଟିଆ ଗସ୍ତ । କୋଟିଆ ପଞ୍ଚାୟତ ଧୂଳିପଦର ଗାଁରେ ରାଜନ

Read more

ମୁଖ୍ୟମନ୍ତ୍ରୀଙ୍କୁ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶଂସା

ଜୟପୁର ସଭାରେ ନବୀନଙ୍କ ବନ୍ଦନା କଲେ ତାରା ବାହିନୀପତି । ଜୟପୁର ବିଧାୟକ ତାରା ବାହିନୀପତିଙ୍କ ନବୀନ ବନ୍ଦନା । ଭରପୂର ସଭାରେ ନବୀନଙ୍କ ଖୋଲା ଜୟଜୟକାର

Read more

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦେହାନ୍ତ ପରେ ବର୍ତ୍ତମାନ ନୂତନ ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ନିରଞ୍ଜନ ପୂଜାରୀ ଦାଇତ୍ୱ ଗ୍ରହଣ କରିଛନ୍ତି । ତେବେ ନିରଞ୍ଜନ ଓ ଅର୍ଥମନ୍ତ୍ରୀ ଥିବା ବେଳେ

Read more

ବିଜେଡିର ୨୫ବର୍ଷ ପୂର୍ତ୍ତି ଅବସରରେ ଦେବଗଡରେ ପ୍ରତିଷ୍ଠା ସମାରୋହ

ଦେବଗଡ଼ ଜିଲ୍ଲାର ସୁଲିଆପଦା ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ ରେ ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଦେବଗଡ଼ ସର୍କିଟ ହାଉସ ରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା

Read more

‘ପଠାନ’କୁ ନେଇ ବିବାଦ ମଧ୍ୟରେ ବିଜେପି ନେତାଙ୍କୁ ଏପରି ପରାମର୍ଶ ଦେଲେ ମୋଦୀ

କୌଣସି ଫିଲ୍ମ ଉପରେ ଅଯଥା ବୟାନବାଜି ନକରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜାନୁଆରୀ ୧୬-୧୭ରେ ଦିଲ୍ଲୀରେ ଆୟୋଜିତ

Read more