ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ଓ ସମସ୍ତଙ୍କ ପାଇଁ ସୁରକ୍ଷା ନିଶ୍ଚିତ କରିବାରେ ପ୍ରତ୍ୟକ୍ଷ ମରାମତି ଓ ରକ୍ଷଣାବେକ୍ଷଣ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଗୁଣାତ୍ମକ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଲାଗି ସମସ୍ତ ବୈଦ୍ୟୁତିକ ଉପକରଣ ଓ ଢାଂଚାର ପ୍ରତ୍ୟକ୍ଷ ରକ୍ଷଣାବେକ୍ଷଲାଗି ଟିପିସିଓଡିଏଲ୍ ଉତ୍ସର୍ଗୀକୃତ ରହିଛି। ଉପରେ ବାପୁଜୀପାଲ୍ଲୀ ଡିଟିରେ ହାତକୁ ନିଆଯାଇଥିବା ରକ୍ଷଣାବେକ୍ଷଣ କାର୍ଯ୍ୟର କିଛି ଝଲକ

Share

Leave a Reply

Your email address will not be published. Required fields are marked *

twenty − eighteen =