ଗ୍ରୀଷ୍ମ ଋତୁରେ ଟିପିଏସ୍ଓଡିଏଲ ପକ୍ଷରୁ ବ୍ୟାପକ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ

ରାୟଗଡା: ଗ୍ରୀଷ୍ମ ଋତୁରେ ନିରନ୍ତର ବିଜୁଳି ଯୋଗାଇବା ପାଇଁ ଟିପିଏସ୍ଓଡିଏଲ ପକ୍ଷରୁ ବ୍ୟାପକ କାର୍ଯ୍ୟ ହାତକୁ ନିଆଯାଇଛି। ରାୟଗଡ଼ା ଜିଲ୍ଲାର ବିଷମକଟକ ନିକଟରେ ସେଥିପାଇଁ ଟ୍ରାନ୍ସଫର୍ମର ନିୟମିତ ଯାଞ୍ଚ ଓ ମରାମତି କରାଯାଉଛି।

ସମୁଦାୟ ଦକ୍ଷିଣ ଓଡ଼ିଶାରେ ଏପରି କାର୍ଯ୍ୟ ବର୍ଷ ତମାମ ଚାଲୁଅଛି। ଏହାଦ୍ୱାରା ଗ୍ରାହକ ମାନଙ୍କୁ ନିରନ୍ତର ବିଜୁଳି ଯୋଗାଇବା ପାଇଁ ଟିପିଏସ୍ଓଡିଏଲ ଏପରି ପଦକ୍ଷେପ ନେଉଛି ।

Share

Leave a Reply

Your email address will not be published. Required fields are marked *

1 × 5 =