ଆଇସିଆଇସିଆଇ ବ୍ୟାଙ୍କର ମୌସୁମୀ ବୋନାଞ୍ଜାରେ ଅଫରର ବର୍ଷା

ନିର୍ଦ୍ଦିଷ୍ଟ କିଛି ଆପଲ୍ ଷ୍ଟୋର୍‌ରେ ୨୩୪୧ ଟଙ୍କା ଇଏମ୍‌ଆଇରେ ଆଇଫୋନ୍ ୧୪
ଇଲେକ୍ଟ୍ରୋନିକ୍ସ ଷ୍ଟୋର୍‌ରେ ଆଇସିଆଇସିଆଇ ବ୍ୟାଙ୍କ କାର୍ଡ ବ୍ୟବହାରରେ ୨୬,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍‌
ଟ୍ରାଭେଲ୍ ଓ ହଲିଡେ ବୁକିଂରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍
ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସଠାରୁ ଆରମ୍ଭ କରି ଟ୍ରାଭେଲ୍‌, ଅନଲାଇନ୍ ସପିଂ, ଡାଇନିଂ ଓ ଖାଦ୍ୟ ବରାଦ, ସ୍ୱାସ୍ଥ୍ୟ ଓ ବିଉଟି ଓ ଉପହାର ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ଗ୍ରାହକମାନଙ୍କୁ ବ୍ୟାପକ ଆକର୍ଷଣୀୟ ଡିଲ୍ ଓ ରିହାତି ପ୍ରଦାନ କରିବା ପାଇଁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ମୌସୁମୀ ବୋନାଞ୍ଜା ଅଫର ଘୋଷଣା କରାଯାଇଛି ।

ଆଇସିଆଇସିଆଇ ବ୍ୟାଙ୍କର ଡେବିଟ୍ କାର୍ଡ କିମ୍ବା କ୍ରେଡିଟ୍ କାର୍ଡ ଓ ଇଟଂରନେଟ୍ ବ୍ୟାଙ୍କିଙ୍ଗ୍‌କୁ ବ୍ୟବହାର କରି ଗ୍ରାହକମାନେ ରିହାତି ଓ ୫୦% ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍ ଜରିଆରେ ବୋନାଞ୍ଜାର ଲାଭକୁ ଉପଭୋଗ କରିପାରିବେ । କ୍ରେଡିଟ୍ ଓ ଡେବିଟ୍ କାର୍ଡରେ ଆକର୍ଷଣୀୟ ଇଏମ୍‌ଆଇ ଅଫର ବି ରହିଛି ।

ମୌସୁମୀ (ମନସୁନ୍‌) ବୋନାଞ୍ଜାର ତୃତୀୟ ସଂସ୍କରଣରେ ଗ୍ରାହକମାନେ ଫ୍ଲିପ୍‌କାର୍ଟ, ଆପଲ୍‌, ଡେଲ୍‌, ସାମସଙ୍ଗ୍‌, ଏଲ୍‌ଜି, ମେକ୍ ମାଇଁ ଟ୍ରିପ୍‌, ୱାନ୍‌ପ୍ଲସ୍‌, କତାର ଏୟାରୱେଜ୍‌, ଟାଟା କ୍ଲିକ୍ ଲକ୍‌ଜୁରି, ଯାତ୍ରା ଭଳି ବହୁ ଶ୍ରେଷ୍ଠ ବ୍ରାଣ୍ଡ୍ ଉପରେ ସ୍ୱତନ୍ତ୍ର ଅଫର ପାଇପାରିବେ । ସ୍ୱାଧୀନତା ଦିବସ ସେଲ୍‌ରେ ସ୍ୱତନ୍ତ୍ର ଅଫର ସହିତ ମୌସୁମୀ ବୋନାଞ୍ଜାର ସଦ୍ୟତମ ସଂସ୍କରଣ କୁ ନେଇ ଗ୍ରାହକମାନଙ୍କୁ ବିଭିନ୍ନ ବର୍ଗର ଉତ୍ପାଦ ଓ ସେବା ଉପରେ ଆକର୍ଷଣୀୟ ଡିଲ୍ ଓ ରିହାତି ପ୍ରଦାନ କରି ସେମାନଙ୍କୁ ଅତୁଳନୀୟ ସପିଙ୍ଗ ଅନୁଭୂତି ପ୍ରଦାନ କରିବାକୁ ବ୍ୟାଙ୍କ ଲକ୍ଷ୍ୟ ରଖିଛି ।

ମୌସୁମୀ ବୋନାଞ୍ଜାର ମୁଖ୍ୟାଂଶ

ସ୍ୱାଧୀନତା ଦିବସ ସ୍ୱତନ୍ତ୍ର
ଫ୍ଲିପ୍‌କାର୍ଟ ବିଗ୍ ସେଭିଂ ଡେଜ୍‌ରେ ଫ୍ଲାଟ୍ ୧୦% ରିହାତି
କ୍ରୋମରେ ୧୦% ରିହାତି ପାଇବେ
ଯାତ୍ରାରେ ୬,୦୧୭ ଟଙ୍କା ପର୍ଯ୍ୟନ୍ତ ରିହାତି
ଅର୍ବାନ ଲାଡର୍‌ରେ ପାଆନ୍ତୁ ୭.୫% ରିହାତି
ଲାପ୍‌ଟପ୍‌
ନିର୍ଦ୍ଦିଷ୍ଟ କିଛି ଆପଲ୍ ରିସେଲର୍ ଷ୍ଟୋର୍‌ରେ କୌଣସି ଅତିରିକ୍ତ ଇଏମ୍‌ଆଇ ବିନା ମାସିକ ୨୩୪୧ ଟଙ୍କାରେ ଆଇଫୋନ୍ ୧୪ ପାଆନ୍ତୁ
ନିର୍ଦ୍ଦିଷ୍ଟ କିଛି ଏଚ୍‌ପି ଲାପଟପ୍ ଓ ଡେସ୍କଟପ୍ ଉପରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍ ପାଆନ୍ତୁ
ଡେଲ୍ ଲାପ୍‌ଟପ୍ ଉପରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି
ମୋବାଇଲ୍‌
ନିର୍ଦ୍ଦିଷ୍ଟ କିଛି ଆପଲ୍ ରିସେଲର୍ ଷ୍ଟୋର୍‌ରେ କୌଣସି ଅତିରିକ୍ତ ଇଏମ୍‌ଆଇ ଖର୍ଚ ବିନା ମାସିକ୨୩୪୧ ଟଙ୍କାରେ ଆଇଫୋନ୍ ୧୪ ପାଆନ୍ତୁ
ୱାନପ୍ଲସ ମୋବାଇଲ୍‌, ଟିଭି ଓ ଇଟଂରନେଟ୍ ଅଫ୍ ଥିଙ୍ଗଓ୍ (ଆଇଓଟି) ଡିଭାଇସ୍‌ରେ ୫,୦୦୦ ଟଙ୍କା ପର୍ଯ୍ୟନ୍ତ
ଭିଭୋ, ଶାଓମି ଓ ମୋଟୋରୋଲା ମୋବାଇଲ୍ ଉପରେ ୮,୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍ ପାଆନ୍ତୁ
ଇଲେକ୍ଟ୍ରୋନିକ୍ସ
ଏଲ୍‌ଜି, ସାମସଙ୍ଗ୍‌, ହାୟର, ପାନାସୋନିକ ଭଳି ବ୍ରାଣ୍ଡ୍ ଉପରେ ୨୬,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍‌
ଟିସିଏଲ୍ ଓ ଶାଓମିର ଟିଭି ଉପରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି
ହ୍ୱିର୍ଲପୁଲ, ହିଟାଚି, କ୍ୟାରିୟର ମିଡିଆ, ଇଲେକ୍ଟ୍ରୋଲକ୍ସ ଓ ୟୁରେକା ଫୋର୍ବସ୍ ଉପରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି
ସର୍ବନିମ୍ନ ୧ ଲକ୍ଷ ଟଙ୍କା କିଣାକିଣି ଉପରେ ପ୍ଲାଟ୍ ୫୦୦୦ ଟଙ୍କାର ତତ୍କାଳ ରିହାତି
ଫେସନ୍‌
ୱେଷ୍ଟ୍‌ସାଇଡ୍ ରିଟେଲ୍ ଆଉଟ୍‌ଲେଟ୍‌ରେ ୧୫୦୦ ଟଙ୍କା ପର୍ଯ୍ୟନ୍ତ ୧୦%ର ତତ୍କାଳ ରିହାତି
ସେଂଟ୍ରୋ ରିଟେଲ୍ ଆଉଟ୍‌ଲେଟ୍‌ରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ୧୦%ର ତତ୍କାଳ ରିହାତି
ଫ୍ଲାଇଟ୍‌
ପ୍ରତି ସୋମବାର ମେକ୍ ମାଇଁ ଟ୍ରିପ୍‌ରେ ଡୋମେଷ୍ଟିକ୍ ବିମାନ ଉପରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ତତ୍କାଳ ରିହାତି
କତାର ଏୟରୱେଜ୍‌ର ଇକୋନମି କ୍‌ଲାସ୍‌ରେ ୭% ପର୍ଯ୍ୟନ୍ତ ରିହାତି ଏବଂ ବିଜନେସ୍ କ୍ଲାସ୍‌ରେ ୧୦% ପର୍ଯ୍ୟନ୍ତ ରିହାତି
ଇଜିମାଇଁ ଟ୍ରିପ୍ ଓ ପେଟିଏମ୍ ଫ୍ଲାଇଟ୍‌ସରେ ଆନ୍ତର୍ଜାତିକ ବିମାନରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଏବଂ ଡୋମେଷ୍ଟିକ୍‌ରେ ୨୦୨୩ ଟଙ୍କା ପର୍ଯ୍ୟନ୍ତ ରିହାତି
ହୋଟେଲ୍‌
ମେକ୍ ମାଇଁ ଟ୍ରିପ୍‌ରେ ଆନ୍ତର୍ଜାତିକ ୩,୪ ଓ ୫ ତାରକା ହୋଟେଲ୍ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଏବଂ ଡୋମେଷ୍ଟିକ୍‌ରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି
ଇଜିମାଇଁଟ୍ରିପ୍ ଓ କ୍ଲିୟରଟ୍ରିପ୍‌ରେ ଡୋମେଷ୍ଟିକ୍ ହୋଟେଲ୍‌ରେ ୨୦୨୩ ଟଙ୍କା ପର୍ଯ୍ୟନ୍ତ ରିହାତି
ଦି ପୋଷ୍ଟକାର୍ଡ ହୋଟେଲ୍‌, ୱେଲକମ୍ ହେରିଟେଜ୍‌, ସାହାରା ଷ୍ଟାର୍ ଆଦିରେ ୨୫% ପର୍ଯ୍ୟନ୍ତ ରିହାତି
ଅନ୍‌ଲାଇନ୍ ସପିଙ୍ଗ୍ ଓ ଗ୍ରୋସରି
ଟାଟା କ୍ଲିକ୍ ଲକ୍‌ଜୁରିରେ ୧୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି
ବ୍ଲିଙ୍କ୍‌ଇଟ୍ ଓ ସ୍ୱିଗି ଇନଷ୍ଟାଗ୍ରାମ୍‌ରେ ୨୫୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇବେ
ଖାଦ୍ୟ ବରାଦ ଓ ଡାଇନିଂ
ଜୋମାଟୋ ସହ ଡାଇନିଂରେ ୧୫% ରିହାତି ପାଇବେ
ଇଜିଡିନରରେ ୧୫% ରିହାତି ପାଆନ୍ତୁ
ଗ୍ରୁମିଂ ଓ ଉପହାର
ଟାଟା କ୍ଲିକ୍ ପାଲେଟ୍‌, ସୁଗାର, ବ୍ରାଉନ୍ ସ୍କିନ୍ ବିଉଟି ଓ ତତ୍ୱ ୱେଲ୍‌ନେସ୍ ସ୍ପାରେ ୫୦% ପର୍ଯ୍ୟନ୍ତ ରିହାତି ପାଆନ୍ତୁ
ଫର୍ନସ୍ ଆଣ୍ଡ୍ ପେଟାଲ୍‌ସ, ଆଇଜିବି ଓ ଫ୍ଲୋରିଷ୍ଟାରୁ ଅନଲାଇନ୍ କିଣାକିଣିରେ ୨୦% ପର୍ଯ୍ୟନ୍ତ ରିହାତି ପାଆନ୍ତୁ
ସ୍ୱାସ୍ଥ୍ୟ ଓ ଫିଟ୍‌ନେସ୍‌
ମେଡିକା ବଜାରରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଆନ୍ତୁ
ରେଡ୍‌କ୍ଲିଫ୍ ଲ୍ୟାବ୍‌ସ ଓ ଆନ୍ୟା ୱେଲ୍‌ନେସ୍‌ରେ ୨୦% ପର୍ଯ୍ୟନ୍ତ ରିହାତି ପାଆନ୍ତୁ
ଦି ସ୍ଲିପ୍ କଂପାନିରେ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଆନ୍ତୁ
ମନୋରଂଜନ
ସୋନି ଲିଭ୍ ପ୍ରିମିୟମ୍ ମୋବାଇଲ୍‌ର ବାର୍ଷିକ ପ୍ୟାକ୍‌ରେ ତତ୍କାଳ ୪୦% ରିହାତି
ପେଟିଏମ୍ ଜରିଆରେ ସିନେମା ଟିକଟ୍ ବୁକିଂରେ ଫ୍ଲାଟ୍ ୧୦୦ ଟଙ୍କା ରିହାତି
ଅଫର ଉପରେ ସର୍ତାବଳୀ ଲାଗୁ ।
ଅଫରଗୁଡ଼ିକ ବିଷୟରେ ଅଧିକ ଜାଣିବା ପାଇଁ ପରିଦର୍ଶନ କରନ୍ତୁ:

Share

Leave a Reply

Your email address will not be published. Required fields are marked *

five × 1 =