ହରିକୃଷ୍ଣ ଦ୍ୱିବେଦୀ ମୁଖ୍ୟ ସଚିବ, ବନ୍ଦୋପାଧ୍ୟାୟଙ୍କୁ ମିଳିଲା ନୂଆ ଦାୟିତ୍ଵ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ ନିଜ କାର୍ଯ୍ୟରୁ ଅବସର ନେଇଛନ୍ତି । ଅଲପନ ବନ୍ଦୋପାଧ୍ୟାୟ ଆଜି କେନ୍ଦ୍ରକୁ ବଦଳି ହେବାର ଥିଲା ।

Read more